Advertisment
Latest Posts
Advertisment
ଜିଲ୍ଲା
ଖଇରା ଏନଏସି ଦାବିରେ ୬ ତାରିଖ ୬ ଘଣ୍ଟିଆ ଖଇରା ବନ୍ଦ ଡାକରା ଦେଲା ବିଜେଡି।
ଖଇରାକୁ ଏନଏସି ମାନ୍ୟତା ପ୍ରଦାନ ପାଇଁ ଏବେ ଆନ୍ଦୋଳନ ତୀବ୍ରତର ହୋଇଛି। ଗତ ୩ ତାରିଖ ଅଞ୍ଚଳବାସୀଙ୍କ ପକ୍ଷ୍ରୁ ୭ ଘଣ୍ଟିଆ ଖଇରା ବନ୍ଦ ଓ ସୋର କୁପାରୀ ରାସ୍ତା ଅବରୋଧ କରିବା ପରେ ଏବେ ବିଜେଡି ଆନ୍ଦୋଳନକୁ ଓହ୍ଲାଇଛି....
Gallery
ମହାବୀର କ୍ରିକେଟ୍ କ୍ଳବ୍ରେ ଗଣେଶ ପୂଜା
କଟକର ଭଗତପୁରସ୍ଥିତ ମହାବୀର କ୍ରିକେଟ୍ କ୍ଲବରେ ବିଦ୍ୟାଦାତା ଗଣେଶଙ୍କ ପୂଜାର୍ଚ୍ଚନା ହୋଇଛି। କ୍ଲବର ସଭାପତି ଭବାନୀ ଶଙ୍କର ମହାରଣା ଓ ସଂପାଦକ ଅମର କୁମାର ପୃଷ୍ଟିଙ୍କ ନେତୃତ୍ବରେ ସଦସ୍ୟମାନେ ଚଳିତ ବର୍ଷ ଗଣେଶ ପୂଜାକୁ ଭବ୍ୟ ଓ ଦିବ୍ୟ କରିଛନ୍ତି।
ବାଣିଜ୍ୟ
ଜିଏସ୍ଟି ହ୍ରାସ କାର୍ଯ୍ୟକାରିତା ଚିନ୍ତା: ଅଧିକ ସମୟ ଲୋଡ଼ିଲେ କମ୍ପାନି
ଚଳିତ ସପ୍ତାହରେ ଅନୁଷ୍ଠିତ ଜିଏସ୍ଟି ପରିଷଦ ବୈଠକରେ ବିଭିନ୍ନ ସାମଗ୍ରୀର ଟିକସ ହ୍ରାସ ଘୋଷଣା କରାଯାଇଛି। ଏସବୁକୁ ଆସନ୍ତା ୨୨ ତାରିଖରୁ କାର୍ଯ୍ୟକାରୀ କରାଯିବ। ଏଭଳି ସ୍ଥିତିରେ ଏଫ୍ଏମ୍ସିଜି କମ୍ପାନିଗୁଡ଼ିକ ଅଡ଼ୁଆରେ ପଡ଼ିଛନ୍ତି।
ଅପରାଧ
ପାଣି ଡ୍ରମରେ ନବଜାତକୁ ଫିଙ୍ଗିଦେଲେ ମାଙ୍କଡ଼ଦଳ; ଏକମାତ୍ର ଶିଶୁକୁ ହରାଇଲା ମା’
ମାଙ୍କଡ଼ଦଳ ଦୁଇ ମାସର ଶିଶୁକୁ ଘରୁ ଉଠାଇ ନେଇ ପାଣି ଡ୍ରମରେ ଫିଙ୍ଗି ଦେଇଥିଲେ। ଏହି ଘଟଣାରେ ନବଜାତ ଶିଶୁର ମୃତ୍ୟୁ ହୋଇଯାଇଥିବା ସୂଚନା ମିଳିଛି। ଏକମାତ୍ର ଶିଶୁକୁ ହରାଇ ଦେଲା ମା’।
ମନୋରଞ୍ଜନ
ଫିଲ୍ମ ବାହୁବଳୀ ପାଇଁ ଶ୍ରୀଦେବୀଙ୍କୁ ବି ମିଳିଥିଲା ଅଫର
ବାହୁବଳୀ ପାଇଁ ବଲିଉଡର ଦିବଂଗତ ଅଭିନେତ୍ରୀ ଶ୍ରୀଦେବୀଙ୍କୁ ବି ମିଳିଥିଲା ଅଫର | କଥାଟି ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଗଲେ କି? ଏକଥା କିନ୍ତୁ ଏକଦମ ସତ | ଶ୍ରୀଦେବୀଙ୍କ ସ୍ୱାମୀ ବୋନି କପୁର ଏବେ ଏନେଇ ମୁହଁ ଖୋଲିଛନ୍ତି
ପୁନଶ୍ଚ ପୃଥିବୀ
ବେଳ ଥାଉଣୁ ନ ସୁଧୁରିଲେ ଭବିଷ୍ୟତ ଅନ୍ଧକାର: ରମେଶ
ପୂର୍ବର ପୃଥିବୀ ଓ ବର୍ତ୍ତମାନର ପୃଥିବୀ ମଧ୍ୟରେ ଆକାଶ ପାତାଳ ଫରକ। ପାଣି, ପବନ ଓ ପରିବେଶରେ ଦିନକୁ ଦିନ ବ୍ୟାପକ ପରିବର୍ତ୍ତନ ହେଉଛି। ଜମି କମିକମି ଚାଲିଛି। ସୁଉଚ୍ଚ ଅଟ୍ଟାଳିକା ଓ ବଡ଼ବଡ଼ କାରଖାନା ବଢ଼ୁଛି।