୨୮ରେ ହାଜର ହେବାକୁ ସୁବ୍ରତ ରାୟଙ୍କୁ ସୁପ୍ରିମକୋର୍ଟ ନିର୍ଦେଶ

ନୂଆଦିଲ୍ଲୀ: ସାହାରା ସେବି ବିବାଦ ମାମଲାରେ ସୁପ୍ରିମକୋର୍ଟ ଆଜି ସାହାରା ଇଣ୍ଡିଆ ମୁଖ୍ୟ ସୁବ୍ରତ ରାୟ ସାହାରାଙ୍କୁ ଆସନ୍ତା ୨୮ ତାରିଖରେ ହାଜର ହେବାକୁ ନିର୍ଦେଶ ଦେଇଛନ୍ତି। ନିବେଶକଙ୍କ ଅର୍ଥ ଫେରାଇବା ଲାଗି ସାହାରା ୨୫,୭୦୦ କୋଟି ଟଙ୍କା ଜମା କରିବାରେ ବିଫଳ ହୋଇଥିବାରୁ ସୁପ୍ରିମକୋର୍ଟ ଏହି ନିର୍ଦେଶ ଦେଇଛନ୍ତି। ଗତ ନିର୍ଦେଶରେ ସୁପ୍ରିମକୋର୍ଟ ସୁବ୍ରତ ରାୟଙ୍କୁ ଟଙ୍କା ଜମା କରିବା ଲାଗି ୬ ମାସ ସମୟ ଦେଇଥିଲେ।

ସମ୍ବନ୍ଧିତ ଖବର