Advertisment
Latest Posts
Advertisment
ଜିଲ୍ଲା
ଝାଡୁଦାରମାନଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ: ସେବା ସପ୍ତାହରେ ବିନିକା ଏନଏସି ଆବର୍ଜନାମୟ
ବିନିକା ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ବିଶୁଙ୍ଖଳିତ ମନୋଭାବ ନେଇ ଝାଡୁଦାରମାନଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଜାରି ରହିଛି। ଫଳରେ ସେବା ସପ୍ତାହରେ ବିନିକା ଏନଏସି ଆବର୍ଜନାମୟ ହୋଇଛି....
Gallery
ବାଣିଜ୍ୟ
ଏପ୍ରିଲ୍ରୁ ଡିଜିଟାଲ୍ ପେମେଣ୍ଟର ନୂଆ ନିୟମ
ଆସନ୍ତା ବର୍ଷ ଏପ୍ରିଲ୍ରୁ ଡିଜିଟାଲ୍ ପେମେଣ୍ଟ୍ ପ୍ରମାଣୀକରଣ ପାଇଁ ନୂଆ ବ୍ୟବସ୍ଥା ଲାଗୁ କରାଯିବ ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ ଘୋଷଣା କରିଛି। ବର୍ତ୍ତମାନ ସମୟରେ ମୋବାଇଲ୍ ନମ୍ବରରେ ଏସ୍ଏମ୍ଏସ୍ ଜରିଆରେ ଆସୁଥିବା ୱାନ୍ ଟାଇମ୍ ପାସ୍ୱାର୍ଡ....
ଅପରାଧ
ଡାକ୍ତରଙ୍କୁ ମାଡ଼ ମାରିବା ଅଭିଯୋଗରେ ରୋଗୀଙ୍କ ୨ ସମ୍ପର୍କୀୟ ଗିରଫ
ସୁନ୍ଦରଗଡ଼ ବଡ଼ ଡାକ୍ତରଖାନାରେ କାର୍ଯ୍ୟରତ ଜଣେ ଡାକ୍ତରଙ୍କୁ ରୋଗୀଙ୍କ ସଂପର୍କୀୟ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ୨୪ ତାରିଖ ରାତିରେ କିଞ୍ଜିରକେଲା ଥାନା ଟାଙ୍ଗରଯୋର ଗାଁର ଶାନ୍ତିଲତା ନାଏକଙ୍କୁ ତାଙ୍କ ସମ୍ପର୍କୀୟ ଭୂପତି ନାଏକ (୫୨) ଓ ରୀତେଶ ନାଏକ (୩୨) ଡାକ୍ତରଖାନାକୁ ଆଣିଥିଲେ।
ମନୋରଞ୍ଜନ
ଚୋବାଇ ପାରୁନଥିଲି, ଜଳଖିଆ ଖାଇବାକୁ ମୋତେ ଦେଢ଼ ଘଣ୍ଟା ସମୟ ଲାଗୁଥିଲା: ସଲମାନ ଖାନ୍
ବଲିଉଡର ଦବଙ୍ଗ ସଲମାନ ୫୯ବର୍ଷ ବୟସରେ ମଧ୍ୟ ତାଙ୍କ କାମରେ ବହୁତ ସକ୍ରିୟ। ହେଲେ ବୟସର ଏହି ସୀମାରେ ଠିଆ ହୋଇ ସଲମାନ ଅନେକ ରୋଗ ସହିତ ଲଢ଼ୁଛନ୍ତି। ଟ୍ୱିଙ୍କଲ ଖାନାଙ୍କ ସୋ’ 'ଟୁ ମଚ୍'ରେ ଅଭିନେତା ଟ୍ରାଇଜେମିନାଲ୍ ନ୍ୟୁରାଲଜିଆ ରୋଗରେ ପୀଡ଼ିତ ଥିଲେ ବୋଲି ଜଣାଇଛନ୍ତି।
ପୁନଶ୍ଚ ପୃଥିବୀ
‘ସତର୍କ ନ ହେଲେ ପରିଣାମ ଭୟାବହ ହେବ’
ଜଳବାୟୁ ପରିବର୍ତ୍ତନ କାରଣରୁ ଋତୁଚକ୍ର ପ୍ରଭାବିତ ହେଉଛି। ବର୍ଷା ପରିବର୍ତ୍ତେ ରୌଦ୍ରତାପ ଭଳି ଖରା ଓ ଗରମ ଅନୁଭୂତ ହେଉଛି। ବାୟୁ ପ୍ରଦୂଷଣ ମଧ୍ୟ ବଢ଼ିବାରେ ଲାଗିଛି। ଏଭଳି ପରିସ୍ଥିତିର ମୁକାବିଲା ଲାଗି ସଭିଏଁ ଏକ ହେବାକୁ ପଡ଼ିବ।