Advertisment
Latest Posts
Advertisment
ଜିଲ୍ଲା
ସବୁଜ ହାଇଡ୍ରୋଜେନ୍ ହବ୍ ବିକାଶ ପାଇଁ ପଦକ୍ଷେପ:ପାରାଦୀପ ବନ୍ଦର ଚିହ୍ନଟ
କେନ୍ଦ୍ର ସରକାର ଜାତୀୟ ସବୁଜ ହାଇଡ୍ରୋଜେନ୍ ମିଶନ (ଏନଜିଏଚଏମ) ଅଧୀନରେ ପାରାଦୀପ ସମେତ ତିନୋଟି ପ୍ରମୁଖ ବନ୍ଦରକୁ ସବୁଜ ହାଇଡ୍ରୋଜେନ୍ ହବ୍ (ଜିଏଚଏଚ) ଭାବରେ ଚିହ୍ନଟ କରିଛନ୍ତି। ଅନ୍ୟ ଦୁଇଟି ବନ୍ଦର ଗୁଜରାଟ ଏବଂ ତାମିଲନାଡୁରେ ଅଛି....
Gallery
ବାଣିଜ୍ୟ
ଚୀନ୍ର ପଦକ୍ଷେପ ନେଇ ଟ୍ରମ୍ପ୍ ସ୍ତବ୍ଧ: ରକ୍ତପାତ କରିବାକୁ ଚାଷୀଙ୍କ ଚେତାବନୀ
ଆମେରିକା-ଚୀନ୍ ଶୁଳ୍କ ଯୁଦ୍ଧରେ ଦୁଇ ମଧ୍ୟରେ ଚେକ୍ମେଟ୍ ଖେଳ ଜାରି ରହିଛି। ଚୀନ୍ ଏବେ ଆମେରିକା ବିରୁଦ୍ଧରେ ଏକ ବଡ଼ ପଦକ୍ଷେପ ନେଇଛି, ଯାହା ଫଳରେ ଆମେରିକାର ଚିନ୍ତା ବୃଦ୍ଧି ପାଇବାରେ ଲାଗିଛି…
ଅପରାଧ
ରାତି ସାଢ଼େ ୧୨ଟାରେ କିପରି ବାହାରକୁ ଯାଇଥିଲେ ଛାତ୍ରୀ: ଗଣଦୁଷ୍କର୍ମ ପୀଡ଼ିତାଙ୍କୁ ନେଇ ମମତାଙ୍କ ବିବାଦୀୟ ମନ୍ତବ୍ୟ
ପୀଡ଼ିତା ଏକ ଘରୋଇ ମେଡିକାଲ କଲେଜରେ ପଢ଼ୁଥିଲେ। ଏହା କାହାର ଦାୟିତ୍ୱ? ସେ ରାତି ସାଢ଼େ ୧୨ରେ କିପରି ବାହାରକୁ ଯାଉଥିଲେ? ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଶ୍ନ କରିଛନ୍ତି...
ମନୋରଞ୍ଜନ
ତିନିଟି ଛବିରେ ଏକାଠି କାମ କରିଥିଲେ ନିର୍ଦ୍ଦେଶକ ହର ପଟ୍ଟନାୟକ ଓ ସଙ୍ଗୀତକାର ଅକ୍ଷୟ ମହାନ୍ତି
ଆଜି ହେଉଛି ଓଡ଼ିଆ ସଙ୍ଗୀତ ଜଗତର ବେତାଜ ବାଦଶାହ ଅକ୍ଷୟ ମହାନ୍ତି ଓ ଖ୍ୟାତନାମା ଅଭିନେତା ଓ ନିର୍ଦ୍ଦେଶକ ହର ପଟ୍ଟନାୟକଙ୍କର ଜନ୍ମଦିନ। ଦୁହେଁ ତିନିଟି ଛବିରେ ଏକାଠି କାମ କରିଥିଲେ।
ପୁନଶ୍ଚ ପୃଥିବୀ
ସନ୍ତୁଳିତ ବିକାଶ ପାଇଁ ପ୍ରୟାସ ହେଉ: ପ୍ରଦୀପ ଜେନା
ଜଳବାୟୁ ପରିବର୍ତ୍ତନ ଜନିତ ଘଟଣା ଦ୍ବାରା ସମାଜର ତଳସ୍ତରରେ ବାସ କରୁଥିବା ଲୋକମାନେ ସର୍ବାଧିକ ପ୍ରଭାବିତ ହୋଇଥାନ୍ତି। ସେମାନଙ୍କୁ ସୁରକ୍ଷା ପ୍ରଦାନ କରିବାକୁ ହେଲେ ପ୍ରଥମେ ସେମାନେ ଏହି ବିପଦକୁ ବୁଝିବା ଦରକାର।