ରିଲାଏନ୍ସ ବିଗ୍‌ ଟିଭିର ଅଫର

ଭୁବନେଶ୍ୱର: ରିଲାଏନ୍ସ ବିଗ୍‌ ଟିଭି ପକ୍ଷରୁ ଦର୍ଶକମାନଙ୍କୁ ମାଗଣାରେ ଏଚ୍‌ଡି ଚ୍ୟାନେଲ୍‌ ଦେଖିବାର ସୁବିଧା ପ୍ରଦାନ କରାଯାଉଛି। କଂପାନିର ଦର୍ଶକମାନେ ୫୦୦ର ଅଧିକ ଚ୍ୟାନେଲ୍‌ ପାଞ୍ଚ ବର୍ଷ ପାଇଁ ମାଗଣାରେ ଦେଖିପାରିବେ ଏବଂ ଯେଉଁ ଚ୍ୟାନେଲ୍‌ଗୁଡ଼ିକ ପାଇଁ ଟଙ୍କା ଗଣିବାକୁ ପଡୁଛି ସେଗୁଡ଼ିକୁ ଏକ ବର୍ଷ ପର୍ଯ୍ୟନ୍ତ ମାଗଣାରେ ଦେଖିପାରିବେ।

ସମ୍ବନ୍ଧିତ ଖବର