Advertisment
Advertisment
ଜିଲ୍ଲା
ଝାଡୁଦାରମାନଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ: ସେବା ସପ୍ତାହରେ ବିନିକା ଏନଏସି ଆବର୍ଜନାମୟ
ବିନିକା ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ବିଶୁଙ୍ଖଳିତ ମନୋଭାବ ନେଇ ଝାଡୁଦାରମାନଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଜାରି ରହିଛି। ଫଳରେ ସେବା ସପ୍ତାହରେ ବିନିକା ଏନଏସି ଆବର୍ଜନାମୟ ହୋଇଛି....
Gallery
ବାଣିଜ୍ୟ
ଦକ୍ଷତା ବିକାଶ ତାଲିମ ଭେଳିକି: ତାଲିମ ଦେବାକୁ ସଂସ୍ଥା ଟଙ୍କା ନେଉଛନ୍ତି, ପିଲାଙ୍କୁ ନିଯୁକ୍ତି ମିଳୁନି
ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷ (ଓଏସ୍ଡିଏ) ପରିଚାଳନା କରୁଥିବା ନିଯୁକ୍ତି ଆଧାରିତ ତାଲିମର ବିଶେଷ ସୁଫଳ ମିଳୁନାହିଁ। ତାଲିମ ଦେବାରେ ନିୟୋଜିତ ସଂସ୍ଥା ନିଜର ପ୍ରାପ୍ୟ ନେଉଛନ୍ତି, କିନ୍ତୁ ତାଲିମ ପାଉଥିବା ପ୍ରାର୍ଥୀମାନଙ୍କୁ ସହଜରେ ନିଯୁକ୍ତି ମିଳୁନାହିଁ।
ଅପରାଧ
ଡାକ୍ତରଙ୍କୁ ମାଡ଼ ମାରିବା ଅଭିଯୋଗରେ ରୋଗୀଙ୍କ ୨ ସମ୍ପର୍କୀୟ ଗିରଫ
ସୁନ୍ଦରଗଡ଼ ବଡ଼ ଡାକ୍ତରଖାନାରେ କାର୍ଯ୍ୟରତ ଜଣେ ଡାକ୍ତରଙ୍କୁ ରୋଗୀଙ୍କ ସଂପର୍କୀୟ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ୨୪ ତାରିଖ ରାତିରେ କିଞ୍ଜିରକେଲା ଥାନା ଟାଙ୍ଗରଯୋର ଗାଁର ଶାନ୍ତିଲତା ନାଏକଙ୍କୁ ତାଙ୍କ ସମ୍ପର୍କୀୟ ଭୂପତି ନାଏକ (୫୨) ଓ ରୀତେଶ ନାଏକ (୩୨) ଡାକ୍ତରଖାନାକୁ ଆଣିଥିଲେ।
ମନୋରଞ୍ଜନ
ଚୋବାଇ ପାରୁନଥିଲି, ଜଳଖିଆ ଖାଇବାକୁ ମୋତେ ଦେଢ଼ ଘଣ୍ଟା ସମୟ ଲାଗୁଥିଲା: ସଲମାନ ଖାନ୍
ବଲିଉଡର ଦବଙ୍ଗ ସଲମାନ ୫୯ବର୍ଷ ବୟସରେ ମଧ୍ୟ ତାଙ୍କ କାମରେ ବହୁତ ସକ୍ରିୟ। ହେଲେ ବୟସର ଏହି ସୀମାରେ ଠିଆ ହୋଇ ସଲମାନ ଅନେକ ରୋଗ ସହିତ ଲଢ଼ୁଛନ୍ତି। ଟ୍ୱିଙ୍କଲ ଖାନାଙ୍କ ସୋ’ 'ଟୁ ମଚ୍'ରେ ଅଭିନେତା ଟ୍ରାଇଜେମିନାଲ୍ ନ୍ୟୁରାଲଜିଆ ରୋଗରେ ପୀଡ଼ିତ ଥିଲେ ବୋଲି ଜଣାଇଛନ୍ତି।
ପୁନଶ୍ଚ ପୃଥିବୀ
ମା’-ମାଟି-ପୃଥିବୀ ସବୁଠୁ ଊର୍ଦ୍ଧ୍ବରେ: ସାଂସଦ ଶୁଭାଶିଷ
ସମୁଦ୍ରକୁ ସହରର ବର୍ଜ୍ୟ ଜଳ ବିଷାକ୍ତ କରିଦେଲାଣି। ଭୂତଳ ଜଳସ୍ତର ନିମ୍ନଗାମୀ ହେଲାଣି। ଶ୍ରୀକ୍ଷେତ୍ରରେ ୧୫ ଫୁଟ ଖୋଳିଲେ ମିଠା ଜଳ ମିଳୁଥିଲା, ଏବେ ୨ଶହ ମିଟର ବୋରିଂ କଲେ ମଧ୍ୟ ଭଲ ପାଣି ମୁନ୍ଦେ ସ୍ବପ୍ନ। ମଙ୍ଗଳା ନଈକୁ ବର୍ଜ୍ୟ ଜଳ ଛାଡ଼ି ତାକୁ ନଳାରେ ପରିଣତ କରିସାରିଲେଣି।