Advertisment
Latest Posts
Advertisment
ଜିଲ୍ଲା
ଝାଡୁଦାରମାନଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ: ସେବା ସପ୍ତାହରେ ବିନିକା ଏନଏସି ଆବର୍ଜନାମୟ
ବିନିକା ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ବିଶୁଙ୍ଖଳିତ ମନୋଭାବ ନେଇ ଝାଡୁଦାରମାନଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଜାରି ରହିଛି। ଫଳରେ ସେବା ସପ୍ତାହରେ ବିନିକା ଏନଏସି ଆବର୍ଜନାମୟ ହୋଇଛି....
Gallery
ବାଣିଜ୍ୟ
ରୁଷରୁ ତେଲ କିଣିବା ବନ୍ଦ କରିବୁ ଯଦି…..
ରୁଷରୁ ତେଲ କିଣାକୁ ନେଇ ଆମେରିକା ଭାରତ ଉପରେ ଚାପ ପ୍ରୟୋଗ କରିଚାଲିଥିବାବେଳେ ଭାରତ ଉପରେ ବିପୁଳ ପରିମାଣରେ ଶୁଳକ ବସାଇଛି । ଏବେ ଭାରତ କହିଛି ଯେ ଯଦି ଇରାନ ଓ ଭେନିଜୁଏଲାରୁ ତେଲ କିଣାକୁ ଅନୁମତି ଦିଆଯାଏ, ତେବେ ରୁଷରୁ ତେଲ କିଣା ବନ୍ଦ କରିବାକୁ ବିଚାର କରାଯିବ ।
ଅପରାଧ
ଡାକ୍ତରଙ୍କୁ ମାଡ଼ ମାରିବା ଅଭିଯୋଗରେ ରୋଗୀଙ୍କ ୨ ସମ୍ପର୍କୀୟ ଗିରଫ
ସୁନ୍ଦରଗଡ଼ ବଡ଼ ଡାକ୍ତରଖାନାରେ କାର୍ଯ୍ୟରତ ଜଣେ ଡାକ୍ତରଙ୍କୁ ରୋଗୀଙ୍କ ସଂପର୍କୀୟ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ୨୪ ତାରିଖ ରାତିରେ କିଞ୍ଜିରକେଲା ଥାନା ଟାଙ୍ଗରଯୋର ଗାଁର ଶାନ୍ତିଲତା ନାଏକଙ୍କୁ ତାଙ୍କ ସମ୍ପର୍କୀୟ ଭୂପତି ନାଏକ (୫୨) ଓ ରୀତେଶ ନାଏକ (୩୨) ଡାକ୍ତରଖାନାକୁ ଆଣିଥିଲେ।
ମନୋରଞ୍ଜନ
ବିପ୍ଳବ ଭିତରେ ନିବିଡ଼ ସମ୍ପର୍କର କାହାଣୀ
ବିଭିନ୍ନ ପ୍ରକାର ଚରିତ୍ରମାନଙ୍କ ମନସ୍ତତ୍ତ୍ବକୁ ଖୁବ୍ ବାସ୍ତବ ଢଙ୍ଗରେ ପରଦାରେ ଫୁଟାଇପାରୁଥିବା କିଂବଦନ୍ତି ଚିତ୍ରନିର୍ମାତା ହେଉଛନ୍ତି ପଲ୍ ଥୋମାସ୍ ଆଣ୍ଡର୍ସନ୍। ବିଶ୍ବ ସିନେମା ସହ ପରିଚିତ ଜଣେ ଦର୍ଶକ ତାଙ୍କର ‘ଦେଆର୍ ଵିଲ୍ ବି ବ୍ଲଡ୍’, ‘ମାଗନୋଲିଆ’ ଓ ‘ଫାଣ୍ଟମ୍....
ପୁନଶ୍ଚ ପୃଥିବୀ
ମା’-ମାଟି-ପୃଥିବୀ ସବୁଠୁ ଊର୍ଦ୍ଧ୍ବରେ: ସାଂସଦ ଶୁଭାଶିଷ
ସମୁଦ୍ରକୁ ସହରର ବର୍ଜ୍ୟ ଜଳ ବିଷାକ୍ତ କରିଦେଲାଣି। ଭୂତଳ ଜଳସ୍ତର ନିମ୍ନଗାମୀ ହେଲାଣି। ଶ୍ରୀକ୍ଷେତ୍ରରେ ୧୫ ଫୁଟ ଖୋଳିଲେ ମିଠା ଜଳ ମିଳୁଥିଲା, ଏବେ ୨ଶହ ମିଟର ବୋରିଂ କଲେ ମଧ୍ୟ ଭଲ ପାଣି ମୁନ୍ଦେ ସ୍ବପ୍ନ। ମଙ୍ଗଳା ନଈକୁ ବର୍ଜ୍ୟ ଜଳ ଛାଡ଼ି ତାକୁ ନଳାରେ ପରିଣତ କରିସାରିଲେଣି।