Advertisment
Advertisment
ଜିଲ୍ଲା
କାର୍ତ୍ତିକ ନୀତି ନିର୍ଘଣ୍ଟ ଚୂଡ଼ାନ୍ତ: ଅନୁମୋଦନ କଲେ ଛତିଶା ନିଯୋଗ
ଚଳିତବର୍ଷ କାର୍ତ୍ତିକ ବ୍ରତ ଓ ବାଳଧୂପ ନୀତି ନିର୍ଘଣ୍ଟକୁ ଛତିଶା ନିଯୋଗ ମୋହର ମାରିଛି। ଭୋ୍ର ୪ଟାରୁ ଦ୍ୱାର ଫିଟା ହେବ। କାର୍ତ୍ତିକ ମାସପରେ ନାଟମଣ୍ଡପରେ ଧାଡି ଦର୍ଶନ କରାଯିବ। ଖୁବଶୀଘ୍ର ଦିବ୍ୟାଙ୍ଗ ଦର୍ଶନ ପାଇଁ ଏସଓପି ଜାରି ହୋଇଛି। ଶ୍ରୀମନ୍ଦିର ଭିତରେ ମୋବାଇଲ ଫୋନ୍ ବ୍ୟବହାର ନେଇ କଟକଣା ଲାଗୁ...
Gallery
କବି ସମ୍ରାଟ ଉପେନ୍ଦ୍ର ଭଂଜ ଓଡ଼ିଆ ଚେୟାର ପକ୍ଷରୁ ଆଲୋଚନାଚକ୍ର
କବି ସମ୍ରାଟ ଉପେନ୍ଦ୍ର ଭଂଜ ଓଡ଼ିଆ ଚେୟାର ପକ୍ଷରୁ ଉତ୍ତରପ୍ରଦେଶର ବନାରସ ହିନ୍ଦୁ ବିଶ୍ବବିଦ୍ୟାଳୟରେ ଦ୍ବି-ମାସିକ ଆଲୋଚନାଚକ୍ର ଅନୁଷ୍ଠିତ। କାର୍ଯ୍ୟକ୍ରମରେ ଅଧ୍ୟାପକ, ଗବେଷକ ଓ ଛାତ୍ରଛାତ୍ରୀ ହେଲେ ସାମିଲ।
ବାଣିଜ୍ୟ
୫ ମାସରେ ଖଣିରୁ ଆୟ ୧୭,୧୩୨ କୋଟି: ୧୮୮୪ କୋଟି କୋଇଲା ରୟାଲ୍ଟି
ଖଣିରୁ ଓଡ଼ିଶା ସରକାର ଗତ କିଛି ବର୍ଷ ଧରି ଭଲ ମୋଟା ଅଙ୍କର ରାଜସ୍ବ ପାଇ ଆସୁଛନ୍ତି। ଚଳିତ ଆର୍ଥିକବର୍ଷର ୫ ମାସରେ ଅର୍ଥାତ୍ ଅଗଷ୍ଟ ୩୧ ସୁଦ୍ଧା ୧୭,୧୩୨.୬୮ କୋଟି ଟଙ୍କାର ଖଣି ରାଜସ୍ବ ଆଦାୟ ହୋଇଛି।
ଅପରାଧ
ଟାକ୍ସି ଡ୍ରାଇଭର୍ଙ୍କୁ ଅପହରଣ ପରେ ହତ୍ୟା: ବଡ଼ଗଡ଼ରୁ ନେଇଥିଲେ, ଚନ୍ଦକାରେ ଫିଙ୍ଗିଦେଲେ
୫ଦିନ ହେଲା ଅପହର୍ତ୍ତାଙ୍କ କବଳରେ ଥିବା ଟାକ୍ସି ଡ୍ରାଇଭର ଖୋର୍ଦ୍ଧା ବାଣପୁର ଅରାଙ୍ଗ ଗ୍ରାମର ବିଦ୍ୟାଧର ସାହୁ ଓରଫ ମଣ୍ଟୁ(୩୦)ଙ୍କ ମୃତଦେହ ଆଜି ବାରଙ୍ଗ-ଚନ୍ଦକା ରାସ୍ତାରେ ଦାରୁଠେଙ୍ଗ ନିକଟରୁ ମିଳିଛି।
ମନୋରଞ୍ଜନ
ମା’ଙ୍କ ଫିଲ୍ମର ରିମେକ୍ରେ ଝିଅ
ଲୋକପ୍ରିୟ ଅଭିନେତ୍ରୀ ଶ୍ରୀଦେବୀଙ୍କ ସୁପର୍ଡୁପର୍ ହିଟ୍ ‘ଚାଲ୍ବାଜ୍’ ପୁଣି ଥରେ ଚର୍ଚ୍ଚାକୁ ଆସିଛି। ୧୯୮୯ରେ ରିଲିଜ୍ ହୋଇଥିବା ଏହି ଫିଲ୍ମରେ ଶ୍ରୀଦେବୀ ଡବଲ୍ ରୋଲ୍ରେ ନଜର ଆସିଥିଲେ....
ପୁନଶ୍ଚ ପୃଥିବୀ
ତୈଳ ଓ ସିମେଣ୍ଟ ଉତ୍ପାଦନ ବଢ଼ାଉଛି ଗ୍ରୀଷ୍ମ ଲହରି
ତୈଳ କମ୍ପାନିମାନଙ୍କର ଉତ୍ପାଦନ ଓ ଚରମ ଶ୍ରେଣୀର ଗ୍ରୀଷ୍ମ ଲହରି ମଧ୍ୟରେ ସିଧାସଳଖ ସମ୍ପର୍କ ରହିଥିବା କଥା ଏକ ସଦ୍ୟ ଅଧ୍ୟୟନରୁ ପ୍ରଥମ ଥର ପାଇଁ ସ୍ପଷ୍ଟ ହୋଇଛି। ୨୦୦୦ରୁ ୨୦୨୩ ମଧ୍ୟରେ ବିଶ୍ୱର ୨୧୩ଟି ଗ୍ରୀଷ୍ମ ଲହରିକୁ ବିଶ୍ଳେଷଣ କରି ଏକ ଆନ୍ତର୍ଜାତିକ ବୈଜ୍ଞାନିକ ଦଳ ଏପରି ନିର୍ଯାସରେ ପହଞ୍ଚିଛନ୍ତି।